Janhvi Kapoor: ରାଜନେତା ଘର ବୋହୂ ହେବେ ଅଭିନେତ୍ରୀ ଜାହ୍ନବୀ କପୁର!
"ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର।
ଏଥର ସେ କୌଣସି ଫିଲ୍ମ କିମ୍ବା ଗ୍ଲାମରସ ଲୁକ୍ ପାଇଁ ନୁହେଁ ବରଂ ଏକ ସାଧାରଣ ଫଟୋ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ସୋସିଆଲ ମିଡିଆରେ ଜାହ୍ନବୀଙ୍କ ଏକ ଫଟୋ ଏବେ ଭାଇରାଲ ହୋଇଛି, ଯେଉଁଥିରେ ସେ ନାଇଟସୁଟ୍ ପିନ୍ଧିଛନ୍ତି।
ହେଲେ ଲୋକଙ୍କ ନଜର ତାଙ୍କ ନାଇଟସୁଟ୍ରେ ଲେଖା ଥିବା ଏକ କୋଟ୍ରେ ଅଟକିଯାଇଛି।
ନାଇଟସୁଟ୍ ରେ ସେ ନିଜ ପ୍ରମିକଙ୍କ ନାଁ ଲେଖିଥିବା ଫ୍ୟାନ୍ସ ମାନେ କହିଛନ୍ତି।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।