Jindal Foundation: ଜିନ୍ଦଲ ଫାଉଣ୍ଡେସନର ସେବା ଦିବସ
ଭୁବନେଶ୍ବର: ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଙ୍କ ଜନ୍ମଦିନରେ ସେବା ଦିବସ ପାଳନ କରାଯାଇଥିଲା।
ବୃଦ୍ଧାଶ୍ରମରେ ଭଜନ ଗାନ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନେ ଝୋଟି ପକାଇବା, ନୃତ୍ୟ ଓ ସଙ୍ଗୀତ ପରିବେଷଣ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର , ଫିଜିଓଥେରାପି ସେବା ବ୍ୟବସ୍ଥା କରାଯାଇଥିଲା।
Advertisment ଶାଲୁ ଜିନ୍ଦଲଙ୍କ ଜନ୍ମଦିନ ଏଥିସହ ଶୁଖିଲା ରାସନ ଯୋଗାଇ ଦିଆଯାଇଥିଲା।
ଋତୁସ୍ରାବ ସମୟର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ଅଧିବେଶନ ଆୟୋଜନ କରି ସାନିଟାରି ନାପକିନ୍ ବଣ୍ଟନ କରାଯାଇଥିଲା।
ଗ୍ରାମାଞ୍ଚଳରେ ମହିଳା ଗୋଷ୍ଠୀ ଓ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ପ୍ରାର୍ଥନା, ଭଜନ-କୀର୍ତ୍ତନ ଓ ସାମୂହିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ।
୮୫ ଜଣ ଖେଳାଳିଙ୍କୁ କ୍ରୀଡ଼ା ସାମଗ୍ରୀ ଓ ଜର୍ସି ବଣ୍ଟନ କରାଯାଇଥିଲା।
ChatGPT: ଚାଟ୍ଜିପିଟିରେ ପ୍ରାଇଭେଟ୍ ଚାଟ୍ କେମିତି ଲକ୍ ଓ ଅନ୍ଲକ୍ କରିବେ?
ଜାଣନ୍ତୁ ପୂରା ପ୍ରକ୍ରିୟା…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।