Judgement: ପ୍ରତିବାଦ ସ୍ଥଳ ତାଲିକାରୁ ଯନ୍ତରମନ୍ତରକୁ ହଟାଇବା ନେଇ କେନ୍ଦ୍ର, ଦିଲ୍ଲୀ ପୁଲିସକୁ ଜବାବ୍ ତଲବ

Oct 15, 2026 - 15:42
Judgement: ପ୍ରତିବାଦ ସ୍ଥଳ ତାଲିକାରୁ ଯନ୍ତରମନ୍ତରକୁ ହଟାଇବା ନେଇ କେନ୍ଦ୍ର, ଦିଲ୍ଲୀ ପୁଲିସକୁ ଜବାବ୍ ତଲବ

"ନୂଆଦିଲ୍ଲୀ: ଯନ୍ତର ମନ୍ତରକୁ ପ୍ରତିବାଦ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରୁ ହଟାଇବା ବିରୋଧରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସକୁ ଜବାବ୍ ତଲବ କରିଛନ୍ତି।

ଯୁକ୍ତି ଉପସ୍ଥାପନ କରି ପୂର୍ବତନ ବିଚାରପତି ଏବଂ ବରିଷ୍ଠ ଓକିଲ ମୁକ୍ତା ଗୁପ୍ତା କହିଥିଲେ ଯେ, ପ୍ରତିବାଦ ସ୍ଥଳ ଏପରି ହେବା ଉଚିତ୍ ପ୍ରତିବାଦକାରୀଙ୍କ ସ୍ୱର ଉତ୍ତରଦାୟୀ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିପାରିବ।

Advertisment ଏନେଇ ବିଚାରପତି ଜୟମାଲ୍ୟ ବାଗଚୀ କହିଛନ୍ତି ଯେ, ଶୁଣାଯିବାର ଅର୍ଥ ମଧ୍ୟ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିକୋଣରୁ ବୁଝିବା ଉଚିତ୍।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ନେତାମାନଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିସନ ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ୍ ଜାରି କରିଛନ୍ତି।

କୋର୍ଟ ଏହି ଆବେଦନ ଉପରେ ନିର୍ବାଚନ କମିସନ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କଠାରୁ ଜବାବ ଲୋଡ଼ିଛନ୍ତି।

Judgement: ଧର୍ମ ପରିବର୍ତ୍ତନ କଲେ ସଂରକ୍ଷଣର ଲାଭ ମିଳିବ ନାହିଁ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପଦଯାତ୍ରା ପାଇଁ ଆହ୍ୱାନ ଏସଆଇଆରରେ ଅନିୟମିତତା ଅଭିଯୋଗରେ ସୁପ୍ରିମକୋର୍ଟକୁ ପଦଯାତ୍ରା ପାଇଁ ଆହ୍ୱାନ କରାଯାଇଥିବା ଆବେଦନ ଉପରେ କୋର୍ଟ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଅନ୍ୟମାନଙ୍କ ନିକଟକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।