Karisma Kapoor: ୫୦ ବର୍ଷରେ ୨୫ ପରି କିପରି ଦିଶୁଛନ୍ତି କରିସ୍ମା?
୯୦ ଦଶକର ହିଟ୍ ଅଭିନେତ୍ରୀ କରିସ୍ମା କପୁର।
ଫିଲ୍ମ ହେଉ କି ଫ୍ୟାସନ୍ କରିସ୍ମାଙ୍କ ନାଁ ଆସିଲେ ଆଜି ବି ଫ୍ୟାନ୍ ଙ୍କ ଏକ୍ସାଇଟମେଣ୍ଟ ବଢିଯାଏ ।
ଫିଲ୍ମଠାରୁ ଦୂରେଇ ରହିଲେ ବି ତାଙ୍କ ଲୁକ୍ କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି।
ବିଶେଷକରି ତାଙ୍କ ଗ୍ଲୋଇଂ ସ୍କିନ୍ କୁ ନେଇ ଫ୍ୟାନ୍ ଙ୍କ ମଧ୍ୟରେ ବହୁତ କ୍ରେଜ୍।
ନିକଟରେ ଏକ ପୋଡ୍ କାଷ୍ଟରେ ନିଜ ସ୍କିନ୍ କେୟାର୍ ବିଷୟରେ କଥା ହୋଇଥିଲେ କରିସ୍ମା।
ଆଉ ସବୁଠୁ ବଡ଼ କଥା ହେଉଛି ଚେହେରାର ଗ୍ଲୋ ପାଇଁ ସେ କୌଣସି ଦାମୀ ପ୍ରଡକ୍ଟ ଉପରେ ନିର୍ଭର ନ କରି ଘରୋଇ ଉପଚାର ଆପଣାଇ ଥାଆନ୍ତି ।
ତେବେ କ ' ଣ ସେହି ଘରୋଇ ଉପାୟ ?
ଯାହାକୁ ଲଗାଇ ସେ ୫୦ ବର୍ଷରେ ବି ୨୫ ପରି ଦେଖାଯାଉଛନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।