Khimji Jewellers: ଖିମଜୀ ଜୁଏଲର୍ସର ‘ରୌନକ ହୈ ତୁମସେ’ ଅଫର

Oct 15, 2026 - 00:31
Khimji Jewellers: ଖିମଜୀ ଜୁଏଲର୍ସର ‘ରୌନକ ହୈ ତୁମସେ’ ଅଫର

"ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ବିଶ୍ୱସନୀୟ ପାରମ୍ପରିକ ବ୍ରାଣ୍ଡ ଖିମଜୀ ଜୁଏଲର୍ସ ଏହାର ସମସ୍ତ ସୋରୁମରେ "ରୌନକ ହୈ ତୁମସେ" ଦୁର୍ଗାପୂଜା ଅଫର ଅଭିଯାନ ଆରମ୍ଭ କରିଛି।

ଏହା ଅଧୀନରେ ପ୍ରିମିୟମ୍‌ ଜିଏଚ୍‌-ଭିଏସ୍‌ ହୀରା (୮୫,୦୦୦ ଟଙ୍କା/କାରେଟ୍‌ରୁ ଆରମ୍ଭ) ଉପରେ ୦% ଗଢ଼ା ମଜୁରି, ସୁନା ଅଳଙ୍କାରର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୫% ରିହାତି, ୧୦% ସୁନା ଦର ଲକ୍‌ କରିବା ସୁବିଧା ଓ ପୁରୁଣା ସୁନା ବଦଳାଇବା ସମୟରେ ୧୦୦% ସମ୍ପୂର୍ଣ୍ଣ ମୂଲ୍ୟାୟନ ସହିତ ପ୍ରତି ଗ୍ରାମରେ ଅତିରିକ୍ତ ୩୫୦ ଟଙ୍କା ପ୍ରଦାନ କରାଯାଉଛି।Advertisment ଏହାବ୍ୟତୀତ ଗ୍ରାହକମାନେ ଓଜନଭିତ୍ତିକ ରୁପା ସାମଗ୍ରୀର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୧୫% ରିହାତି, ଏମ୍‌ଆର୍‌ପି ରୁପା ସାମଗ୍ରୀ ଉପରେ ୧୦% ରିହାତି ଓ ସର୍ବନିମ୍ନ ୫୦,୦୦୦ ଟଙ୍କାର କ୍ରୟ ଉପରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଏସ୍‌ବିଆଇ କାର୍ଡ କ୍ୟାସ୍‌ବ୍ୟାକ୍ ପାଇପାରିବେ।

ଉତ୍ସବଗୁଡ଼ିକୁ ଅଧିକ ସ୍ମରଣୀୟ ଅଫର ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି ଯେ ଦୁର୍ଗାପୂଜା ହେଉଛି ପରମ୍ପରା ଓ ସେହି ସ୍ୱତନ୍ତ୍ର ମୁହୂର୍ତ୍ତଗୁଡ଼ିକର ଏକ ଉତ୍ସବ ଯାହା ପରିବାରଗୁଡ଼ିକୁ ପରସ୍ପରର ନିକଟତର କରିଥାଏ।

ଆମର ରୌନକ ହୈ ତୁମସେ ଅଭିଯାନ ମାଧ୍ୟମରେ ଆମେ ଏହି ଉତ୍ସବଗୁଡ଼ିକୁ ଅଧିକ ସ୍ମରଣୀୟ କରିବାକୁ ଚାହୁଁଛୁ ।

ହୀରା ଅଳଙ୍କାର, ସୁନା ଦର ଲକିଂ ଓ ପୁରୁଣା ସୁନା ବିନିମୟ ଉପରେ ଆମର ଅଫରଗୁଡ଼ିକ ଆମର ବିଶ୍ୱସନୀୟତାର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବା ସହିତ ଆମର ଗ୍ରାହକମାନଙ୍କୁ ଅତୁଳନୀୟ ମୂଲ୍ୟ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି।

Thalapathy Vijay: "ଥଲପତି ବିଜୟ ଆରଏସ୍‌ଏସ୍‌ର ପୋଷ୍ୟ ପୁତ୍ର": ଡିଏମକେର ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୈତିକ ଝଡ଼"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।