Konark Coast Feels Arnab: ଖାଁ ଖାଁ କୋଣାର୍କ! ଅର୍ଣ୍ଣବ ପ୍ରଭାବରେ କୋଣାର୍କରେ ବର୍ଷା ଓ ପବନ, ଚନ୍ଦ୍ରଭାଗା ସମୁଦ୍ର ହେଲା ଅଶାନ୍ତ
କୋଣାର୍କ ଉପକୂଳରେ ସାମୁଦ୍ରିକ ବାତ୍ୟା ଅର୍ଣ୍ଣବର ପ୍ରଭାବ ।
ଗତକାଲି ରାତି ଠାରୁ ଆକାଶ ମେଘାଚ୍ଛନ୍ନ ଥିବା ବେଳେ ସକାଳୁ ତୁହାକୁ ତୁହା ବର୍ଷା ଓ ହାଲ୍କା ପବନ ଜାରି ରହିଛି ।
ବର୍ଷା ବବନ ପରେ ପର୍ଯ୍ୟଟନ ସହର କୋଣାର୍କ ଖାଁ ଖାଁ ହୋଇଯାଇଛି ।
ଅନପଟେ ଚନ୍ଦ୍ରଭାଗା ଠାରେ ସମୁଦ୍ର ଅଶାନ୍ତ ହୋଇପଡିଛି ।
ସମୁଦ୍ର କୂଳକୁ ଆସୁଥିବା କାଁ ଭାଁ ପର୍ଯ୍ୟଟକଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଉଛି।
Advertisment କୋଣାର୍କ ଉପକୂଳରେ ବାତ୍ୟା ଅର୍ଣ୍ଣବର ପ୍ରଭାବ ସକାଳୁ ତୁହାକୁ ତୁହା ବର୍ଷା,ପବନ ଜାରି ସମୁଦ୍ରକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ ଚନ୍ଦ୍ରଭାଗା ଠାରେ ସମୁଦ୍ର ଅଶାନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।