Major Administrative Change in Kantamal: କଣ୍ଟାମାଳ ବିଡିଓ ପଦରେ ବଡ଼ ପରିବର୍ତ୍ତନ, ନିରୋଜ ଭତ୍ରାଙ୍କୁ ମିଳିଲା ଦାୟିତ୍ୱ

Nov 08, 2026 - 12:18
Major Administrative Change in Kantamal: କଣ୍ଟାମାଳ ବିଡିଓ ପଦରେ ବଡ଼ ପରିବର୍ତ୍ତନ, ନିରୋଜ ଭତ୍ରାଙ୍କୁ ମିଳିଲା ଦାୟିତ୍ୱ

ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ ପରେ କଣ୍ଟାମାଳ ବିଡିଓଙ୍କ ଦାୟିତ୍ୱରେ ବଡ଼ ପରିବର୍ତ୍ତନ ।

ନିରୋଜ କୁମାର ଭତ୍ରାଙ୍କୁ ମିଳିଲା କଣ୍ଟାମାଳ ବିଡିଓ ଦାୟିତ୍ୱ ।

ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବନ ଆଦେଶ ପରେ ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲା ପ୍ରଶାସନ।

OAS ଅଧିକାରୀ ନିରୋଜ କୁମାର ଭତ୍ରାଙ୍କୁ କଣ୍ଟାମାଳ ବିଡିଓ ଦାୟିତ୍ୱ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Advertisment ନିଲମ୍ବିତ ବିଡିଓଙ୍କୁ ମଧ୍ୟ ସମସ୍ତ ସରକାରୀ ଦାୟିତ୍ୱ ଓ ଫାଇଲ୍ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ହୋଇଛି।

ନଭେମ୍ବର ୭ରେ ଏନେଇ ଜାରି ହୋଇଥିଲା ଜିଲ୍ଲାପାଳଙ୍କ ଅଫିସ୍ ଅର୍ଡର।

କଣ୍ଟାମାଳ ବ୍ଲକର ପ୍ରଶାସନିକ କାର୍ଯ୍ୟ ସ୍ୱାଭାବିକ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।