Major Landslide, 13 Missing: ପାହାଡ଼ରେ ଭୂସ୍ଖଳନ; ମାଟି ଅତଡ଼ା ଭିତରେ ଗାଁ, ଗ୍ରାମର ୧୩ ଜଣ ନିଖୋଜ!
କନ୍ଧମାଳ -ଗଞ୍ଜାମ ସୀମାନ୍ତ ଗାଙ୍ଗୁବାଲି ପାହାଡ଼ରେ ବଡ଼ ଭୂସ୍ଖଳନ ।
ମାଟି ଅତଡ଼ାରେ ଧୋଇ ହୋଇଯାଇଛି ବାଇବେଲି ଏବଂ ଗିଡ଼ୀପାବାଲି ଗାଁ !
ଦୁଇ ଗ୍ରାମର ୧୩ ଜଣ ନିଖୋଜ ଥିବା ସୂଚନା ମିଳିଛି ।
କିଛି ଗ୍ରାମବାସୀ କିଲାପାଙ୍ଗା ଗ୍ରାମରେ ଥିବା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ।
Advertisment ଭୂସ୍ଖଳନ ଅଞ୍ଚଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଖୋଜ ଗ୍ରାମବାସୀଙ୍କୁ ଖୋଜାଖୋଜି କରୁଛନ୍ତି ।
ବାଲିଗୁଡ଼ା ଉପଜିଲ୍ଲାପାଳ ଏବଂ ରାଇକିଆ BDO ମଧ୍ୟ ଭୂସ୍ଖଳନ ଅଞ୍ଚଳରେ ପହଞ୍ଚିଥିବା ସୂଚନା ମିଳିଛି ।
କନ୍ଧମାଳ - ଗଞ୍ଜାମ ସୀମାନ୍ତ ଗାଙ୍ଗୁବାଲି ପାହାଡ଼ରେ ଭୂସ୍ଖଳନ ମାଟି ଅତଡ଼ାରେ ବାଇବେଲି ଏବଂ ଗିଡ଼ୀପାବାଲି ଗାଁ ଗ୍ରାମର ୧୩ ଜଣ ନିଖୋଜ ଥିବା ସୂଚନା କିଛି ଗ୍ରାମବାସୀ ଆଶ୍ରୟସ୍ଥଳୀରେ ରହିଛନ୍ତି ନିଖୋଜଙ୍କୁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲ୍ଲାପାଳ ଏବଂ ରାଇକିଆ BDO Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।