Manufacturing to Soft Power: Modi Explains the Seven Forces of Saptadhara
୮୦ ତମ ସ୍ବାଧିନତା ଦିବସ ଅବସରରେ ବିକାଶ ପାଇଁ 'ସପ୍ତଧାରା' ରୋଡ୍ ମ୍ୟାପ୍ କୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସପ୍ତଧାରାର ପ୍ରଥମ ଶକ୍ତି ହେଲା ଉତ୍ପାଦନ କ୍ଷେତ୍ର। ଦ୍ୱିତୀୟ 'ଶକ୍ତି' ହେଉଛି ଖାଦ୍ୟ ପ୍ରକ୍ରିୟାକରଣ। ତୃତୀୟ 'ଶକ୍ତି' ହେଉଛି ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା। ସପ୍ତ ଧାରାର ଚତୁର୍ଥ ଶକ୍ତି ହେଉଛି 'ଗତି-ଶକ୍ତି'। ପଞ୍ଚମ 'ଶକ୍ତି' ପ୍ରତିରକ୍ଷା ଉତ୍ପାଦନ, ଏଥିରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ସପ୍ତ ଧାରାର ଷଷ୍ଠ ଶକ୍ତି ହେଉଛି ସବୁଜ ଅର୍ଥନୀତି। ସପ୍ତ ଧାରାର ସପ୍ତମ ଶକ୍ତି ହେଉଛି ସଫ୍ଟ ପାୱାର।
#IndiaDevelopment_NarendraModi#Saptadhara_PMModi#NationalPolicy_India#IndependenceDay_PMModi#SaptadharaRoadmap_India#PMModi_IndependenceDay#SevenPillarsOfDevelopment_India#OdishaTV#OTV
Prime Minister Narendra Modi highlighted the importance of the Saptadhara roadmap on the occasion of the 80th Independence Day. The roadmap outlines seven key sectors aimed at driving the country's development.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।