Mobile Theft Suspicion Turns Fatal: ମୋବାଇଲ ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା, ୪ ଗିରଫ
ରାଇରଙ୍ଗପୁର ଅଞ୍ଚଳରେ ଚାଞ୍ଚଲ୍ୟ।
ମୋବାଇଲ ଚୋରି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା, ୪ ଗିରଫ।
ମୋବାଇଲ ଚୋରି ସନ୍ଦେହରେ ବାରଜୁ ଦେହୁରୀଙ୍କୁ ଅପହରଣ କରି ନିର୍ମମ ମାଡ଼ ମାରିବା ସହ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ ଚାରି ଜଣ ଅଭିଯୁକ୍ତ।
Advertisment ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଁଉରାଡ଼ିହି ଗାଁରେ ଏହି ଘଟଣା ଘଟିଥିଲା।
ଗୁରୁତର ବାରଜୁଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।
ବାଦାମପାହାଡ଼ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଜାରି ରଖିଛି।
ମୋବାଇଲ ଚୋରି ସନ୍ଦେହରେ ଯୁବକଙ୍କୁ ହତ୍ୟା ରାଇରଙ୍ଗପୁରରେ ଚାଞ୍ଚଲ୍ୟ, ପିଟି ପିଟି ମାରିଦେଲେ ଘରୁ ଉଠାଇ ନେଇ ନିର୍ମମ ମାଡ଼, ଚାଲିଗଲା ଜୀବନ ବାରଜୁ ଦେହୁରୀ ହତ୍ୟା ଘଟଣାରେ ୪ ଅଭିଯୁକ୍ତ ଗିରଫ ବାଦାମପାହାଡ଼ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ର ଛାନଭିନ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।