Floods Damage Foreign Liquor; ମଦ ଦୋକାନରେ ପଶିଲା ବନ୍ୟା ପାଣି; ଲକ୍ଷ ଲକ୍ଷ ଟଙ୍କାର ମଦ ନଷ୍ଟ, ସରକାରୀ ରିହାତି ପାଇଁ ଦାବି
ବିଦେଶୀ ମଦ ଦୋକାନରେ ପଶିଗଲା ବନ୍ୟା ପାଣି, ଲକ୍ଷ ଲକ୍ଷ ଟଙ୍କାର ମଦ ନଷ୍ଟ।
ଆସିକା ବସଷ୍ଟାଣ୍ଡ ନିକଟରେ ଥିବା ବିଦେଶୀ ମଦ ଦୋକାନରେ ବନ୍ୟା ଜଳ ପଶିବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଦୋକାନରେ ଗଚ୍ଛିତ ଥିବା ଲକ୍ଷ ଲକ୍ଷ ଟଙ୍କାର ବିଦେଶୀ ମଦ ନଷ୍ଟ ହୋଇଥିବା ଦୋକାନୀ ସୂଚନା ଦେଇଛନ୍ତି।
Advertisment ନଷ୍ଟ ହୋଇଥିବା ମଦ ବୋତଲରୁ କାଦୁଅ ସଫା କରିବା ପାଇଁ ମହିଳା କର୍ମଚାରୀମାନେ ଲାଗି ପଡ଼ିଛନ୍ତି।
ଅନ୍ୟପଟେ ସରକାରଙ୍କୁ ରୟାଲଟି ପ୍ରଦାନ ସହ ମାସିକ କୋଟା ଅନୁଯାୟୀ ମଦ ଉଠାଇବାକୁ ପଡ଼ୁଥିବାରୁ କ୍ଷତିଗ୍ରସ୍ତ ଦୋକାନୀଙ୍କୁ ସରକାରୀ ରିହାତି ଦେବାକୁ ଦାବି ହୋଇଛି।
ମଦ ଦୋକାନରେ ପଶିଲା ବନ୍ୟା ପାଣି ଲକ୍ଷ ଲକ୍ଷ ଟଙ୍କାର ମଦ ନଷ୍ଟ କାଦୁଅରେ ପୋତି ହେଲା ମଦ ବୋତଲ ଚିନ୍ତାରେ କ୍ଷତିଗ୍ରସ୍ତ ଦୋକାନୀ ସରକାରୀ ରିହାତି ପାଇଁ ଦାବି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।