Monkey Terror Sparks Panic: ମାଙ୍କଡ ଆତଙ୍କ, ଆକ୍ରମଣରେ ମହିଳାଙ୍କ ସମେତ ୨୦ରୁ ଉର୍ଦ୍ଧ୍ବ ଆହତ
ଭଦ୍ରକ ବ୍ଲକ ଏରେଇଁ ପଞ୍ଚାୟତରେ ମାଙ୍କଡ ଆତଙ୍କ । ମାଙ୍କଡ଼ ଆକ୍ରମଣରେ ବହୁ ଲୋକ ଆହତ ଓ ଗରୁତର ହୋଇ ଚିକିତ୍ସିତ ହେଉଛନ୍ତି | ଗତ କିଛିଦିନ ହେବ ମାଙ୍କଡର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଘରୁ ବାହାରିବା ମାତ୍ରେ ମାଙ୍କଡ କାମୁଡିବାକୁ ଗୋଡାଉଛି ।
ମାଙ୍କଡ଼ ଆତଙ୍କରେ ଏବେ ଏରେଇଁ ଗ୍ରାମର ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଆଜି ଯାଏ ୨୦ରୁ ଉଦ୍ଧ୍ବ ଶିଶୁ,ମହିଳା, ପୁରୁଷଙ୍କୁ କାମୁଡ଼ି ଗୁରୁତର କରିସାରିଛି। ଜଣେ ମହିଳା କଟକରେ ଚିକିତ୍ସିତ ହେଉଛନ୍ତି । ତୁରନ୍ତ ମାଙ୍କଡ଼କୁ ଧରିବାକୁ ଲୋକେ ଦାବି କରିଛନ୍ତି ।....
ଭଦ୍ରକ ବ୍ଲକ ଏରେଇଁ ପଞ୍ଚାୟତରେ ମାଙ୍କଡ ଆତଙ୍କ
ମାଙ୍କଡ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ବ ଆହତ
ଜଣେ ମହିଳା କଟକରେ ଚିକିତ୍ସିତ
ମାଙ୍କଡକୁ ଧରିବାକୁ ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।