Murder: ଯୁବକଙ୍କ ବେକ କାଟି ହତ୍ୟା ! ଜଙ୍ଗଲରୁ ମିଳିଲା ମୃତଦେହ
ଯୁବକଙ୍କ ବେକ କାଟି ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ। ନୟାଗଡ ଇଟାମାଟି ଥାନା ଲୁଣିସାହି ଜଙ୍ଗଲରେ ହତ୍ୟାକାଣ୍ଡ। ମୃତକ ହେଲେ କୋଡିଏକାହାଣୀଆ ଗାଁର ମାନସ ବେହେରା। ଗତକାଲିଠାରୁ କେହି ଅପହରଣ କରି ନେଇଥିବା ବେଳେ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିବାରୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।
ବେକ କାଟି ଗଛରେ ଟାଙ୍ଗିଦେଲେ!
ଯୁବକଙ୍କ ବେକ କାଟି ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ
ଇଟାମାଟି ଥାନା ଲୁଣିସାହି ଜଙ୍ଗଲରେ ହତ୍ୟାକାଣ୍ଡ
ମୃତକ କୋଡିଏକାହାଣୀଆ ଗାଁର ମାନସ ବେହେରା
ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।