Nandankanan: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ ସିଂହ ଶାବକ ଜନ୍ମ

Sep 07, 2026 - 10:21
Nandankanan: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ ସିଂହ ଶାବକ ଜନ୍ମ

"ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହୀ ମାୟାର ପ୍ରଥମ ଗର୍ଭରୁ ଶିବମ୍ ମିଳନରୁ ୨ ଶାବକ ଜନ୍ମ ନେଇଛନ୍ତି ।

ଆଗକୁ ଜନ୍ମ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି ।

ଶିବମ ଓ ମାୟା ଦୁଇଟି ଏସିୟ ସିଂହ ଓ ସିଂହୀ ଅଟନ୍ତି ।Advertisment ସିଂହ ସଂଖ୍ୟା ୨୪କୁ ବୃଦ୍ଧି ଏମାନେ ଗତ ୨୦୨୫ ମସିହା ଜାନୁଆରୀ ୨୫ ତାରିଖରେ ସିଂହୀ ରେୱା ଗର୍ଭରୁ ଜନ୍ମ ନେଇଥିଲେ ।

ଆଜି ମାୟାର ଶାବକ ଦୁଇଟି ଜନ୍ମ ନେବା ଫଳରେ  ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି ହୋଇଛିି ।

ତେବେ ଆଗକୁ ସଂଖ୍ୟା କେତେ ହେବ ତାହା ଶାବକଙ୍କର ମାର ଯତ୍ନ ଓ ଜନ୍ମ ମୃତ୍ୟୁ ଉପରେ ନିର୍ଭର କରୁଛି ।

Blueprint: ଅପରାଧ ରୋକିବାକୁ ନୀଳ ନକ୍ସା: ସବୁ ଥାନାକୁ ଡିସିପିଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ହେବ ପାଟ୍ରୋଲିଂ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।