Native Red Roosters in High Demand: ଗୋଟିଏ ଗଞ୍ଜାର ଦାମ ହଜାରେରୁ ଅଧିକ, ଦଶହରାରେ ବଢ଼ିଲା ଚାହିଦା

Oct 18, 2026 - 22:17
Native Red Roosters in High Demand: ଗୋଟିଏ ଗଞ୍ଜାର ଦାମ ହଜାରେରୁ ଅଧିକ, ଦଶହରାରେ ବଢ଼ିଲା ଚାହିଦା

Native Red Roosters in High Demand: ଗୋଟିଏ ଗଞ୍ଜାର ଦାମ ହଜାରେରୁ ଅଧିକ, ଦଶହରାରେ ବଢ଼ିଲା ଚାହିଦା

ପାର୍ବଣର ମାହୋଲ... ଗାଁଠୁ ସହର, ସବୁଠି ଦଶହରା ପୂଜାର ପ୍ରସ୍ତୁତି । ଆଉ ଦଶହରା ପାଇଁ ବଢ଼ିଛି ଦେଶୀ ନାଲି ଗଞ୍ଜାର ଚାହିଦା । ଏମିତିକି ଗୋଟିଏ ଗଞ୍ଜାର ଦାମ୍ ପହଞ୍ଚିଛି ହଜାରେରୁ ପନ୍ଦରଶହ ଟଙ୍କାରେ!

author-image
Manoj Kumar Rout
18 Oct 2026 22:07 IST