୩୪ ସାଙ୍ଗଠନିକ ଜିଲାରେ ଓବିସି ସଭାପତି ପଦରେ ମିଳିଲା ନିଯୁକ୍ତି

Oct 18, 2026 - 07:33
୩୪ ସାଙ୍ଗଠନିକ ଜିଲାରେ ଓବିସି ସଭାପତି ପଦରେ ମିଳିଲା ନିଯୁକ୍ତି

ଭୁବନେଶ୍ୱର,୧୮।୧୦ (ସୁନିତ୍‌ ମିଶ୍ର): ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଶନିବାର ଓବିସି ଶାଖାର ପଦାଧିକାରୀମାନଙ୍କ ତାଲିକା ପ୍ରକାଶ ପାଇଛି। ଦଳ ପକ୍ଷରୁ ମୋଟ୍‌ ୧୪ ଜଣ ଉପସଭାପତି, ୨୩ ଜଣ ସାଧାରଣ ସମ୍ପାଦକ, ୪୩ ଜଣଙ୍କୁ ସମ୍ପାଦକ ପଦରେ ନିଯୁକ୍ତି ମିଳିଛି। ସେହିପରି ୩୪ ସାଙ୍ଗଠନିକ ଜିଲାରେ ଓବିସି ସଭାପତିଙ୍କୁ ନିଯୁକ୍ତି ମିଳିଛି। ଏନେଇ ଏଆଇସିସି ଓବିସି କଂଗ୍ରେସର ଜାତୀୟ ଅଧ୍ୟକ୍ଷ ଅନିଲ ଜୟହିନ୍ଦ୍‌ଙ୍କ ଦସ୍ତଖତରେ ଚିଠି ଜାରି କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।