Objection over ‘Toxic’: ଏମିତି ଫିଲ୍ମକୁ ଅନୁମତି ଦେଲା କିଏ?
"ରିଲିଜ୍ ହେବା ପରଠୁ ଟକ୍ସିକ୍ ଚର୍ଚ୍ଚାରେ ରହିଛି।
ଫିଲ୍ମରେ ୟଶଙ୍କ ଅଭିନୟକୁ ନେଇ ପ୍ରଶଂସା କରାଯାଉଥିବା ବେଳେ ମହିଳା ଚରିତ୍ରକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ।
ବିଶେଷ କରି କିଆରା ଆଡଭାନୀଙ୍କ ଚରିତ୍ରକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି।
ଫିଲ୍ମର କିଛି ଦୃଶ୍ୟକୁ ନେଇ ଦର୍ଶକ ଆପତ୍ତି ଉଠାଇବା ପରେ ଏହି ବିବାଦ ଆହୁରି ବଢିବାରେ ଲାଗିଛି।
ଆଉ ଏହି ବିବାଦ ଭିତରେ ଏଣ୍ଟ୍ରି ମାରିଛନ୍ତି ପୂର୍ବତନ ବିଜେପି ନେତା କେ ଅନ୍ନାମଲାଇ।
ସେ ଫିଲ୍ମକୁ ସମାଲୋଚନା କରିବା ସହ ସିଧାସଳଖ ସେନ୍ସର ବୋର୍ଡକୁ ନେଇ ପ୍ରଶ୍ନ ଉଠାଇଛନ୍ତି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।