Odisha Announces 7,268 Police Recruitment: ପୋଲିସ ଚାକିରି ପାଇଁ ବଡ଼ ସୁଯୋଗ, ଏକାଥରେ ବାହାରିଲା ୭୨୬୮ ପଦବୀ

Oct 23, 2026 - 19:42
Odisha Announces 7,268 Police Recruitment: ପୋଲିସ ଚାକିରି ପାଇଁ ବଡ଼ ସୁଯୋଗ, ଏକାଥରେ ବାହାରିଲା ୭୨୬୮ ପଦବୀ

ପୋଲିସ ଓ ଅଗ୍ନିଶମ ବିଭାଗରେ ଚାକିରି କରିବାକୁ ଆଶା ରଖିଥିବା ଯୁବକଯୁବତୀଙ୍କ ପାଇଁ ବଡ଼ ଖବର।

୭ ହଜାର ୨୬୮ଟି ପଦବୀରେ ନିଯୁକ୍ତି ପାଇଁ ଆସିଲା ବିଜ୍ଞପ୍ତି ।

କମ୍ବାଇନଡ୍ ୟୁନିଫର୍ମଡ୍ ସର୍ଭିସେସ୍ ପରୀକ୍ଷା ନେଇ OUSSSC ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Advertisment ନିଯୁକ୍ତି ପ୍ରକ୍ରିୟାରେ ପ୍ରଥମ ଥର ପାଇଁ ବିଭିନ୍ନ ପଦବୀ ନିମନ୍ତେ ଗୋଟିଏ ପରୀକ୍ଷା ଦେବେ ଆଶାୟୀ।

ଏହି ପରୀକ୍ଷା ମାଧ୍ୟମରେ କନଷ୍ଟେବଲ୍ (ସିଭିଲ୍), କନଷ୍ଟେବଲ୍ (କମ୍ୟୁନିକେସନ୍), କନଷ୍ଟେବଲ୍ (OISF), ଅଗ୍ନିଯୋଦ୍ଧା, ଅଗ୍ନିଶମ ଡ୍ରାଇଭର, ଟ୍ରାଫିକ୍ କନଷ୍ଟେବଲ୍ ଏବଂ ଡ୍ରାଇଭର PMT ଭଳି ପଦବୀ ପାଇଁ ପରୀକ୍ଷା ହେବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।