Odisha Assembly Winter Session: ନଭେମ୍ବର ୧୮ରୁ ଶୀତ ଅଧିବେଶନ, ଏତିକି ଦିନ ଚାଲିବ

Oct 28, 2026 - 21:07
Odisha Assembly Winter Session: ନଭେମ୍ବର ୧୮ରୁ ଶୀତ ଅଧିବେଶନ, ଏତିକି ଦିନ ଚାଲିବ

Odisha Assembly Winter Session: ନଭେମ୍ବର ୧୮ରୁ ଶୀତ ଅଧିବେଶନ, ଏତିକି ଦିନ ଚାଲିବ

ନଭେମ୍ବର ୧୮ରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ଯାଏ ଚାଲିବ ଓଡ଼ିଶା ବିଧାନସଭାର ୧୭ତମ ଅଧିବେଶନ। ମୋଟ ୪୪ ଦିନର ଏହି ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଛି।

author-image
Manoj Kumar Rout
28 Oct 2026 21:05 IST