Odisha Police SI Exam 2024 ଅକ୍ଟୋବର ୧୫ରୁ ୨୯ ସିପିଏସ୍‌ଇ-ଏସ୍‌ଆଇ ପରୀକ୍ଷା ନିମନ୍ତେ ପ୍ରାର୍ଥୀଙ୍କ ତଥ୍ୟର ଅନ୍‌-ଲାଇନ ଅପ୍‌ଡେସନ୍‌

Oct 14, 2026 - 20:14
Odisha Police SI Exam 2024 ଅକ୍ଟୋବର ୧୫ରୁ ୨୯ ସିପିଏସ୍‌ଇ-ଏସ୍‌ଆଇ ପରୀକ୍ଷା ନିମନ୍ତେ ପ୍ରାର୍ଥୀଙ୍କ ତଥ୍ୟର ଅନ୍‌-ଲାଇନ ଅପ୍‌ଡେସନ୍‌

"ଭୁବନେଶ୍ବର:  ମିଳିତ ପୁଲିସ ସେବା ପରୀକ୍ଷା ଅଧୀନ ଏସ୍‌ଆଇ ପରୀକ୍ଷା ନିମନ୍ତେ ପ୍ରାର୍ଥୀଙ୍କ ତଥ୍ୟ ଅପ୍‌ଡେଟ୍‌ କରିବାକୁ ରାଜ୍ୟ ସରକାର ସମୟ ଧାର୍ଯ୍ୟ କରିଛନ୍ତି।

ଆଜି ଏନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment Odisha Police Reshuffle: ଓଡ଼ିଶା ପୁଲିସରେ ବଡ଼ ଅଦଳବଦଳ: ହିମାଂଶୁ ଲାଲ ହେଲେ EOW- STF ଆଇଜି, ସତ୍ୟବ୍ରତ ଭୋଇ ଆଇଜି ଗୁଇନ୍ଦାପ୍ରଦତ୍ତ ସୂଚନାରେ, ମିଳିତ ପୁଲିସ ସେବା ପରୀକ୍ଷା - ୨୦୨୪ (CPSE-2024) ଉପ-ନିରୀକ୍ଷକସ୍ତରୀୟ (ଏସ୍‌ଆଇ ଲେଭେଲ୍‌) ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କୁ (ବୟସ ସୀମା କୋହଳ ବ୍ୟବସ୍ଥା ଅଧୀନରେ ୱେବସାଇଟ୍ ଯୋଗ୍ୟ ପ୍ରାର୍ଥିନୀ/ ପ୍ରାର୍ଥୀଙ୍କ ସମେତ) http://ousssc.odisha.gov.in ରେ ପୁନଃ ଲଗ୍ ଇନ୍ କରି ଅକ୍ଟୋବର ୧୫ ତାରିଖ ପୂର୍ବାହ୍‌ଣ ୧୦ଟା ଠାରୁ ୨୯ ଅକ୍ଟୋବର ୨୦୨୬ ରାତି ୧୦ଟା ମଧ୍ୟରେ ନିଜର ତଥ୍ୟ ଅପ୍‌ଡେଟ୍‌ ଓ ଭ୍ୟାଲିଡେସନ୍‌ କରିପାରିବେ।

Police SI Exam Scam Sankar Prusty: ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣା: ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ଭୁବନେଶ୍ବର ଆଣିଲା କ୍ରାଇମବ୍ରାଞ୍ଚଏହି ଅପ୍‌ଡେଟ୍‌/ଭ୍ୟାଲିଡେସନ୍‌ ତଥ୍ୟକୁ ପରୀକ୍ଷାର ସମସ୍ତ ପରବର୍ତ୍ତୀ ପର୍ଯ୍ୟାୟ ଏବଂ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଚୂଡ଼ାନ୍ତ ବୋଲି ବିବେଚନା କରାଯିବ ବୋଲି ବିଭାଗ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।