OTV Dream Home Expo 2026: ଦ୍ୱିତୀୟ ଦିନରେ OTV ଡ୍ରିମ୍ ହୋମ୍ ଏକ୍ସପୋ, ଜମୁଛି ଘର କିଣାବିକା

Nov 07, 2026 - 18:08
OTV Dream Home Expo 2026: ଦ୍ୱିତୀୟ ଦିନରେ OTV ଡ୍ରିମ୍ ହୋମ୍ ଏକ୍ସପୋ, ଜମୁଛି ଘର କିଣାବିକା

OTV ଡ୍ରିମ୍ ହୋମ୍ ଏକ୍ସପୋ ଆଣ୍ଡ କନକ୍ଲେଭ୍-୨୦୨୬ର ଆଜି ଦ୍ବିତୀୟ ଦିନ।

ଏକ୍ସପୋରେ ପ୍ରଦର୍ଶିତ ହୋଇଛି ପ୍ରିମିୟମ ହାଉସିଂ ପ୍ରୋଜେକ୍ଟ, ଆପାର୍ଟମେଣ୍ଟ ଓ ପ୍ଲଟ୍।

ଏକାଠି ହୋଇଛନ୍ତି ରାଜ୍ୟର ପ୍ରମୁଖ ରିଅଲ୍ ଇଷ୍ଟେଟ୍ ଡେଭଲପର୍ସ, ହାଉସିଂ ଫାଇନାନ୍ସ ସଂସ୍ଥା, ଇନ୍ସ୍ୟୁରାନ୍ସ କମ୍ପାନୀ, ଇଣ୍ଟେରିୟର ଡିଜାଇନର୍, ଆର୍କିଟେକ୍ଟ, ବିଲ୍ଡିଂ ମ୍ୟାଟେରିଆଲ୍ କମ୍ପାନୀ ଓ ହୋମ୍ ଟେକ୍ନୋଲୋଜି ବ୍ରାଣ୍ଡ।

ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ସମ୍ପର୍କରେ ଜାଣିବା ସହ ବ୍ୟାଙ୍କ ପକ୍ଷରୁ ସ୍ପେଶାଲ ହୋମ୍ ଲୋନ୍ ଅଫର, ତୁରନ୍ତ ଲୋନ୍ ମଞ୍ଜୁରୀ, କମ୍ ସୁଧହାର ଓ ବୀମା ସମ୍ପର୍କରେ ମିଳୁଛି ବିସ୍ତୃତ ସୂଚନା।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।