Petrol price: ପେଟ୍ରୋଲ ଦର ୫ ଟଙ୍କା ବଢ଼ାଇଲା ଜିଓ-ବିପି, ଡିଜେଲ ୩ ଟଙ୍କା
"ଜୟପୁର: ଘରୋଇ କମ୍ପାନି ନାୟରା ପରେ ଜିଓ-ବିପି ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଛି।
ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଦର ୩ ଟଙ୍କା ବୃଦ୍ଧି ହୋଇଛି।
ରବିବାର ସକାଳ ୬ଟାରୁ ଏହାକୁ ଲାଗୁ କରାଯାଇଛି।
ଗତ ୩ ତାରିଖରେ ନାୟରା ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୫ ଟଙ୍କା ଓ ୩ ଟଙ୍କା ବୃଦ୍ଧି କରିଥିଲା।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।