Piyush Tripathi : ମୁଣ୍ଡବୁଲାଇବାରୁ ମଞ୍ଚରେ ପଡ଼ିଗଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ

Aug 27, 2026 - 09:37
Piyush Tripathi : ମୁଣ୍ଡବୁଲାଇବାରୁ ମଞ୍ଚରେ ପଡ଼ିଗଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ

"ଦେବଗଡ: ଯାତ୍ରା ମଞ୍ଚରେ ଅଘଟଣ।

ମଞ୍ଚରେ ମୁଣ୍ଡବୁଲାଇବାରୁ ପଡ଼ିଲେ ଯାତ୍ରାଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବାସୁପାଲି ଗ୍ରାମରେ ସିଂହବାହିନୀ ଯାତ୍ରା ପାର୍ଟିର ନାଟକ ପରିବେଷଣ ସମୟରେ  ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ।ତାଙ୍କୁ ଉଦ୍ଧାର କରାଯାଇ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା।

ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।ସେ ଅସୁସ୍ଥ ହେବାରୁ ଯାତ୍ରା ବନ୍ଦ କରାଯାଇଥିଲା।Advertisment ମଞ୍ଚରେ ଲୋକପ୍ରିୟ ନାଟକ "ଏଡା" ମଞ୍ଚସ୍ଥ ହେଉଥିଲା ଏଭଳି ଅଭାବନୀୟ ଘଟଣା ଭୋର ୪ଟା ବେଳକୁ ଘଟିଥିଲା।

ସେହି ମଞ୍ଚରେ ଲୋକପ୍ରିୟ ନାଟକ "ଏଡା" ମଞ୍ଚସ୍ଥ ହେଉଥିଲା।

ନାଟକର ଆଉ ମାତ୍ର ତିନିଟି ସିନ୍ ବାକିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାଯାଇଛି।

Accident: ରାଖୀ ବାନ୍ଧିବା ପୂର୍ବରୁ ଭାଙ୍ଗିଲା ଭାଇର ଗୋଡ଼: ଟ୍ରାକ୍ଟର ଧକ୍କାରେ ଯୁବକ ଗୁରୁତର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।