PM Modi Birthday: Lamp-Lighting Held at Puri Jagannath Temple for His Long Life

Sep 17, 2026 - 23:16
PM Modi Birthday: Lamp-Lighting Held at Puri Jagannath Temple for His Long Life

#ମହାପ୍ରଭୁଙ୍କ_ନିକଟରେ_ମୋଦିଙ୍କମଙ୍ଗଳକାମନା
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଏବଂ ମଙ୍ଗଳ କାମନା କରି ଦୀପଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ସହରର ବହୁ ବିଜେପି ନେତା ଓ କର୍ମୀ ଯୋଗଦେଇଥିଲେ। ଦୀର୍ଘ ୨୫ ବର୍ଷ ଧରି ଜନସେବାରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଦେଶର କୃଷକ, ମହିଳା ଓ ଯୁବବର୍ଗ ଲାଭାନ୍ବିତ ହୋଇଛନ୍ତି । ଦେଶସେବା ପାଇଁ ମହାପ୍ରଭୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଧିକ ଶକ୍ତି ଦିଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି ।

On Prime Minister Narendra Modi’s birthday, a lamp-lighting programme was held in front of the Shree Jagannath Temple in Puri. Odisha BJP president Manmohan Samal and Puri MP Sambit Patra participated in the programme and offered prayers for the Prime Minister’s long life and well-being. Several BJP leaders and workers from Puri also joined the event and prayed for PM Modi to receive strength for his continued public service.

#OTVShorts#PMModiBirthday#PuriJagannathTemple#JagannathTemple#ManmohanSamal#SambitPatra#LampLighting#PMModi#Puri#OdishaNews#BJP#IndiaNews#OdishaTV#OTV

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।