Police SI Caught Red-Handed: ୧୦ ହଜାର ଟଙ୍କା ପାଇଁ ଫସିଲେ ପୋଲିସ ବାବୁ, ମହୁଲପାଲି SI ଗିରଫ
ଗିରଫ ହେଲେ ମହୁଲପାଲି SI।
ଲାଞ୍ଚ ନେବା ଅଭିଯୋଗରେ SI ସୁଜିତ ମହାନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ।
ଏକ ମାମଲାର ରଫାଦଫା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପହଞ୍ଚି ଥିଲା ଭିଜିଲାନ୍ସ ଟିମ୍।
ଭିଜିଲାନ୍ସକୁ ନେଇ ପୋଖରୀକୁ ଡେଇଁପଡ଼ିଥିଲେ ଏସଆଇ।
ପୋଖରୀରୁ SIଙ୍କୁ ଉଦ୍ଧାର କରି ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।
ପରେ SIଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ।
Advertisment ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ଅତିରିକ୍ତ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ କରାଯାଇଥିଲା।
ଅଭିଯୁକ୍ତ ସୁଜିତ କୁମାର ମହାନ୍ତ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ପୋଲିସ SI ଭାବେ ଚାକିରିରେ ଯୋଗ ଦେଇଥିଲେ ବୋଲି ସୂଚନା ମିଳିଛି।...
ଗିରଫ ହେଲେ ମହୁଲପାଲି SI ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ମହୁଲପାଲି SI ମହୁଲପାଲି SI ସୁଜିତ ମହାନ୍ତଙ୍କୁ ଗିରଫ କଲା ଭିଜିଲାନ୍ସ କାଲି ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁପଡ଼ିଥିଲେ ପୋଖରୀରୁ SIଙ୍କୁ ଉଦ୍ଧାର କରି ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଥାନା ପରିସର ରେଷ୍ଟରୁମରୁ ବି ୧ ଲକ୍ଷ ୫୫ ହଜାର ଟଙ୍କା ଜବତ ହୋଇଥିଲା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।