‘Police Will Reach Out to People’: New Bhubaneswar DCP Saravana Vivek M

Sep 26, 2026 - 00:14
‘Police Will Reach Out to People’: New Bhubaneswar DCP Saravana Vivek M

‘#ଲୋକଙ୍କୁ_ପାଖକୁ_ଯିବ_ପୋଲିସ’
‘ପୋଲିସକୁ ପାଖକୁ ଲୋକ ନୁହେଁ, ଲୋକଙ୍କୁ ପାଖକୁ ପୋଲିସ ଯିବ । ପିପୁଲ ଫ୍ରେଣ୍ଡଲି, ଟିମ ୱାର୍କ ହୋଇ କାମ କରିବୁ । ଆଇନକୁ ହାତ ମୁଠାକୁ ନିଅନ୍ତୁ ନାହିଁ, ପୋଲିସ ଜଣାନ୍ତୁ । ଅପରାଧୀଙ୍କ ପ୍ରତି କଠୋର ହେବ ପୋଲିସ । ଆଇନକୁ ହାତକୁ ନେଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଫୁଟ ପେଟ୍ରୋଲିଂ ଓ ବିଟ ପେଟ୍ରୋଲିଂ ଉପରେ ରହିବ ନଜର । ପାର୍ବଣ ଭିଡ଼ ଭିତରେ ମହିଳା ଅପରାଧୀଙ୍କ ଗତି ବିଧି ରୁହେ। ପୂଜାରେ ସାଧା ପୋଷାକ ଓ ସିସିଟିଭିରେ ନଜର ରଖିବ ପୋଲିସ। ସାଇବର ଅପରାଧକୁ ମୁକାବିଲା କରିବାକୁ ହେଲେ ଅଜଣା ନମ୍ବର ଓ ଲୋକ ଠାରୁ ଦୂରେଇ ରହିବା ହେଉଛି ବଡ଼ ମନ୍ତ୍ର । ମହିଳା ଓ ଶିଶୁ ମାନକୁ ସୁରକ୍ଷା ଦେବା ରହିବ ପ୍ରାଥମିକତା। ନିଶା ବିରୋଧରେ ବଡ଼ ଧରଣର ଅଭିଯାନ କରାଯିବା। - ଦାୟିତ୍ୱ ନେବା ପରେ ନବ ନିଯୁକ୍ତ ଭୁବନେଶ୍ୱର ଡିସିପି ସର୍ବଣା ବିବେକ୍ ଏମଙ୍କ ପ୍ରତିକ୍ରିୟା ।
#BhubaneswarDCP#SaravanaVivekM#BhubaneswarPolice#OdishaPolice#PeopleFriendlyPolice#PolicePatrolling#FestivalSecurity#WomenSafety#ChildSafety#CyberCrime#DrugFreeOdisha#OdishaNews#OdishaTV#OTV

Newly appointed Bhubaneswar DCP Saravana Vivek M said the police will reach out to people and work in a people-friendly, team-based manner. He urged people not to take the law into their own hands and said strict action will be taken against criminals and those violating the law. He said foot and beat patrolling will be strengthened, while police will monitor festival crowds through CCTV and personnel in plain clothes. He also highlighted the safety of women and children, action against drug abuse and precautions against cybercrime by avoiding unknown numbers and people.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।