Rahul Gandhi: ‘ମୋ ନାଁରେ ୪୫ ନୁହେଁ ୧୦୦ କେସ୍ କର’
"ଦିଲ୍ଲୀରେ ତେଜିଛି ରାଜନୈତିକ ତାତି।
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ବିରୋଧୀ ଜୋରଦାର ପ୍ରଦର୍ଶନ ଜାରି ରଖିଛନ୍ତି।
ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ଏକ ବୟାନ ଏବେ ଚର୍ଚ୍ଚାରେ ରହିଛି।
ଏସଆଇଆର୍ ପ୍ରସଙ୍ଗକୁ ନେଇ କଂଗ୍ରେସ ପ୍ରଥମରୁ ହିଁ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଆସୁଛି।
ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ରାସ୍ତାକୁ ଓହ୍ଲାଇଥିବା ବେଳେ ଏହାରି ମଧ୍ୟରେ ନିଜ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର୍କୁ ନେଇ ରାହୁଲ ଯାହା କହିଛନ୍ତି ତାହାକୁ ନେଇ ଚର୍ଚ୍ଚା ବଢ଼ିଛି ।
ତେବେ କଣ କହିଛନ୍ତି ରାହୁଲ?
ଆସନ୍ତୁ ଜାଣିବା।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।