Raid: ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଜେଲ୍ ଡିଆଇଜିଙ୍କ ଚଢ଼ାଉ

Jul 01, 2026 - 12:07
Raid: ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଜେଲ୍ ଡିଆଇଜିଙ୍କ ଚଢ଼ାଉ

"ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ଜିଲ୍ଲା କାରାଗାରରେ ଗତକାଲି ବିଳମ୍ବିତ ରାତିରେ ଜେଲ୍ ଡିଆଇଜିଙ୍କ ନେତୃତ୍ବରେ ଚଢ଼ାଉ ହୋଇଛି।

ଏଥିରେ ସମ୍ବଲପୁର ଜେଲର ବି ଚଢ଼ାଉରେ ସାମିଲ ଥିବା ସୂଚନା ମିଳିଛି।

ତେବେ, ଚଢ଼ାଉ ବେଳେ କଏଦୀଙ୍କ ଠାରୁ ମଦ ଓ ଗଞ୍ଜେଇ ମଧ୍ଯ ମିଳିଥିବା ସୂଚନା ମିଳିଛି।

ଏପରିକି ବିସଲାରି ପାଣି ବୋତଲରେ ମଦ ରଖାଯାଇଥିବା ନେଇ ବି ସୂଚନା ମିଳିଛି।

ହେଲେ ଏନେଇ କର୍ତ୍ତୃପକ୍ଷ କୌଣସି ସୂଚନା ଦେବାକୁ ମନା କରିଛନ୍ତି।Advertisment Vigilance: ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ଦୁଇ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ ମାଦକ ଦ୍ରବ୍ଯ ଜବତ ସେପଟେ ସପ୍ତାହେ ତଳେ ଜେଲରେ ଏସପିଙ୍କ ନେତୃତ୍ବରେ ହୋଇଥିବା ଚଢ଼ାଉ ବେଳେ ବିଡି, ସିଗାରେଟ, ଭାଙ୍ଗ ଆଦି ବହୁ ମାଦକ ଦ୍ରବ୍ଯ ଜବତ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।