Railway Services Hit by Floods: ବନ୍ୟା ପାଇଁ ୨୦ଟି ଟ୍ରେନ୍ ବାତିଲ, ଆଉ ୨୦ଟିର ଗତିପଥ ବଦଳିଲା

Oct 29, 2026 - 22:30
Railway Services Hit by Floods: ବନ୍ୟା ପାଇଁ ୨୦ଟି ଟ୍ରେନ୍ ବାତିଲ, ଆଉ ୨୦ଟିର ଗତିପଥ ବଦଳିଲା

ବନ୍ୟା ଯୋଗୁଁ ଏଯାଏ ୨୦ଟି ଟ୍ରେନ୍ ବାତିଲ।

ଇଚ୍ଛାପୁରମ-ଝାଡୁପୁଡ଼ି ସେକ୍ସନରେ କିଛି ଅଂଶ ପାଣିରେ ବୁଡ଼ିଛି।

ଫଳରେ ଆଜି ଓ କାଲି ପାଇଁ ୨୦ଟି ଟ୍ରେନ୍ ବାତିଲ କରିଛି ପୂର୍ବତଟ ରେଲୱେ।

ବାତିଲ ହୋଇଥିବା ଟ୍ରେନ୍ ଭିତରେ ରହିଛି, ବିଶାଖାପାଟଣା-ଭୁବନେଶ୍ବର ବନ୍ଦେ ଭାରତ, ବିଶାଖାପାଟଣା-ଭୁବନେଶ୍ବର ନ୍ୟୁ ଇଣ୍ଟରସିଟି, ବିଶାଖାପାଟଣା-ବ୍ରହ୍ମପୁର ଏକ୍ସପ୍ରେସ, ଗୁଣପୁର-ପୁରୀ ଏକ୍ସପ୍ରେସ୍, ଭୁବନେଶ୍ବର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍, ପୁରୀ-ତିରୁପତି ଏକ୍ସପ୍ରେସ୍, ଭୁବନେଶ୍ବର-ଚେନ୍ନାଇ ସୁପରଫାଷ୍ଟ, ଭୁବନେଶ୍ବର-ଜୁନାଗଡ ସୁପରଫାଷ୍ଟ, ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ।

..ସେହିପରି ଆଉ ୨୦ଟି ଟ୍ରେନ୍ ର ଗତିପଥ ବଦଳିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।