Rayagada On Cyclone Alert: ବାତ୍ୟାକୁ ନେଇ ସଜାଗ ପ୍ରଶାସନ; ସ୍ଥିତି ଉପରେ ନଜର ରଖିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

Oct 26, 2026 - 14:44
Rayagada On Cyclone Alert: ବାତ୍ୟାକୁ ନେଇ ସଜାଗ ପ୍ରଶାସନ; ସ୍ଥିତି ଉପରେ ନଜର ରଖିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ରାୟଗଡ଼ା ଜିଲ୍ଲା ପ୍ରଶାସନ।

ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଛି।

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ଓଡ୍ରାଫ୍, ଏନ୍ ଡିଆର୍ ଏଫ୍ ଓ ଅଗ୍ନିଶମ ଟିମ୍ କୁ ସଜାଗ ରଖାଯାଇଛି।

ଜିଲ୍ଲାର ୧୧ଟି ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ ସହ ରାସ୍ତା ଅବରୋଧ ହେଲେ ତୁରନ୍ତ ସଫା କରିବାକୁ ଜେସିବି ମେସିନ୍ ପ୍ରସ୍ତୁତ ରହିଛି।

ସେହିପରି ୧୩୧ଟି ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି।

Advertisment ବାତ୍ୟାକୁ ନେଇ ସଜାଗ ରାୟଗଡ଼ା ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ଟିମକୁ ସଜାଗ ରାୟଗଡା ଜିଲ୍ଲାର ୧୧ଟି ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।