RC Cancellation Process Begins Amid Online Auto-Rickshaw Drivers’ Agitation

Aug 24, 2026 - 17:18
RC Cancellation Process Begins Amid Online Auto-Rickshaw Drivers’ Agitation

#RC_ବାତିଲ_ନେଇ_ପ୍ରକ୍ରିୟା_ଆରମ୍ଭ
ଅନଲାଇନ୍ ଅଟୋ ଚାଳକ ଆନ୍ଦୋଳନରେ ନୂଆ ମୋଡ । ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବାତିଲ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦୀର୍ଘଦିନ ଧରି ଫିଟନେସ୍ ସାର୍ଟିଫିକେଟ୍ ନଥିବା, ଚାଲାଣ ପେଣ୍ଡିଂ ଥିବା ଏବଂ ଇନ୍ସୁରାନ୍ସ ନଥିବା ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ RC ବାତିଲ ପାଇଁ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ଆରଟିଓ ମାନସ ମିଶ୍ର କହିଛନ୍ତି, ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ଆରସି ବାତିଲ ପାଇଁ ନୋଟିସ୍ ଦିଆଯିବ । ଆନ୍ଦୋଳନ ପରେ ପୋଲିସ ପକ୍ଷରୁ ୩୮୦ଟି ଗାଡ଼ି ଜବତ କରାଯାଇଥିବା ବେଳେ ସମସ୍ତ ଗାଡ଼ି ମାଲିକଙ୍କୁ ବିଭାଗ ପକ୍ଷରୁ ଶୋ’କଜ୍ ନୋଟିସ୍ ଦିଆଯାଇଥିଲା । ନୋଟିସର ଉତ୍ତର ଦେବାର ସମୟସୀମା ଆଜି ଶେଷ ହେଉଥିବା ବେଳେ ମାତ୍ର ୨୫ ଜଣ ଉତ୍ତର ଦେଇଥିବା ସୂଚନା ମିଳିଛି । ଅନ୍ୟମାନେ ଉତ୍ତର ଦେଇନଥିବାରୁ ବିଭାଗ ପକ୍ଷରୁ ଫିଟନେସ୍, ଇନ୍ସୁରାନ୍ସ ଓ ବକେୟା ଚାଲାଣ ଆଦିର ଯାଞ୍ଚ କରି ଏକ ତାଲିକା ପ୍ରସ୍ତୁତ କରାଯାଉଛି । ନିୟମ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
#OdishaNews#AutoDrivers#TransportDepartment#RCCancellation#VehicleRules#FitnessCertificate#PendingChallan#Insurance#AutoAgitation#OdishaTV#OTV

The Transport Department has begun the process of cancelling Registration Certificates (RCs) of vehicles that have long remained without fitness certificates, have pending challans or do not have insurance. RTO official Manas Mishra said vehicles found violating the rules will be identified and notices issued for RC cancellation. Following the agitation, police seized 380 vehicles and show-cause notices were issued to all vehicle owners. While the deadline to respond to the notices ends today, only 25 owners have reportedly responded. The department is now preparing a list after checking fitness certificates, insurance and pending challans, with further action to be taken as per rules.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।