Salman Khan Was the Main Target, Tiger Shroff Was Plan B, Say Accused Shooters
#ଟାର୍ଗେଟରେ_ଥିଲେ_ସଲମାନ୍
ଟାର୍ଗେଟରେ ଥିଲେ ସଲମାନ୍, ଗୁଳିମାଡ଼ର ଶିକାର ହେଲେ ଟାଇଗର୍। ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣାରେ ସାମନାକୁ ଆସୁଛି ରୋଚକ ତଥ୍ୟ। ମାରାଥନ୍ ଜେରା ବେଳେ ସତ ଉଗାଳୁଛନ୍ତି ୩ ଅଭିଯୁକ୍ତ। ସୁଟରଙ୍କ ନିଶାନାରେ ନଥିଲେ ଟାଇଗର୍ ଶ୍ରଫ୍। ଟାର୍ଗେଟରେ ଥିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ। ହେଲେ ସଲମାନଙ୍କୁ ଟାର୍ଗେଟ କରିବାରେ ସୁଟର ଫେଲ୍ ମାରିବାରୁ ବଦଳିଯାଥିଲା ସେମାନଙ୍କର ପ୍ଲାନ୍। ତାଙ୍କ ଘର ବାହାରେ କଡ଼ା ସୁରକ୍ଷା ଦେଖି ବଦଳାଇଦେଲେ ଯୋଜନା। ସଲମାନଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରେକି କରିଥିବା ନେଇ ତଦନ୍ତରୁ ସୂଚନା ମିଳିଛି। ଘର ବାହାରେ ପୋଲିସର କଡ଼ା ପ୍ରହରା ଦେଖି ସଲମାନଙ୍କ ପାଖରେ ପହଞ୍ଚିବା ସହଜ ନୁହେଁ ବୋଲି ଅନୁଭବ କରିଥିଲେ। ଏହାପରେ କମ୍ ସୁରକ୍ଷାରେ ରହୁଥିବା ଅନ୍ୟ ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲେ ସୁଟର୍। ସେମାନଙ୍କ ପାଇଁ ଟାଇଗର କେବଳ ପ୍ଲାନ୍ B ଥିଲେ। ବଲିଉଡରେ ଭୟଙ୍କ ବାତାବରଣ ଖେଳାଇବାକୁ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ। ଏହି ଖୁଲାସା ଗିରଫ ୩ ସୁଟର ରେହାନ, ରିତିକ ଓ ଫୁଲ ସିଂହ ଜେରା ବେଳେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଆଗରେ ସ୍ବୀକାର କରିଛନ୍ତି। ପୂର୍ବରୁ ମଧ୍ୟ ସଲମାନ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅନ୍ୟପଟେ ଏହି ଘଟଣାରେ ପୋଲିସ ୨ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ଗୁଳିମାଡ଼ ପୂର୍ବରୁ ମୁମ୍ବାଇକୁ ବନ୍ଧୁକ ପଠାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।
#SalmanKhan#TigerShroff#BollywoodNews#MumbaiCrimeBranch#ShootingCase#CelebritySecurity#GalaxyApartments#Bandra#CrimeInvestigation#BollywoodCrime#Rehan#Ritik#PhoolSingh#OdishaTV#OTV
Fresh details have emerged in the alleged firing incident involving Bollywood actor Tiger Shroff. According to reports, three arrested shooters told the Mumbai Crime Branch during interrogation that their original target was Bollywood superstar Salman Khan, not Tiger Shroff. The accused allegedly conducted reconnaissance at Salman Khan’s Galaxy Apartments residence in Bandra, Mumbai, but changed their plan after noticing tight police security outside his home. They then allegedly decided to target celebrities with comparatively less security, with Tiger Shroff becoming their Plan B. The firing was reportedly intended to spread fear in the Bollywood industry. The three accused shooters have been identified as Rehan, Ritik and Phool Singh. Separately, police have arrested four more people, including two women, on allegations of supplying firearms to Mumbai before the incident. The investigation is ongoing.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।