Sarvana Vivek M appointed Bhubaneswar DCP: ଭୁବନେଶ୍ୱରର ନୂଆ ଡିସିପି ସର୍ବଣା ବିବେକ୍
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେବେ ସର୍ବଣା ବିବେକ୍ ଏମ୍। ଜଗମୋହନ ମୀନାଙ୍କ ପରେ ତାଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ମିଳିଛି। ପୂର୍ବରୁ ସେ ବ୍ରହ୍ମପୁର ଏସ୍ପି ଭାବେ କାର୍ଯ୍ୟରତ ଥିଲେ।
ସର୍ବଣା ବିବେକଙ୍କ ସ୍ଥାନରେ ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍ପି ଦାୟିତ୍ୱ ମିଳିଛି। ସେହିପରି ଅଜିଙ୍କ୍ୟ ବି. ମାନେଙ୍କୁ ଢେଙ୍କାନାଳ ଏସ୍ପି ଭାବେ ନିଯୁକ୍ତି ମିଳିଛି। ଏ.ବି. ଶିଳ୍ଫାଙ୍କୁ ବରଗଡ଼ ଏସ୍ଡିପିଓ ଦାୟିତ୍ୱ ଦିଆଯାଇଛି।
#ସର୍ବଣା_ବିବେକ_ଭୁବନେଶ୍ବର_ଡିସିପି
— ଓଟିଭି (@otvkhabar) September 22, 2026
-IPS ସ୍ତରରେ ଅଦଳବଦଳ କଲେ ସରକାର
-ସର୍ବଣା ବିବେକ ଏମ୍ ହେଲେ ଭୁବନେଶ୍ବର ଡିସିପି
-ଅଭିନବ ସୋନକର ହେଲେ ବ୍ରହ୍ମପୁର ଏସ୍ପି
-ଅଜିଙ୍କ୍ୟ ବି ମାନେ ହେଲେ ଢେଙ୍କାନାଳ ଏସ୍ପି
-ଏ.ବି. ଶିଳ୍ଫାଙ୍କୁ ମିଳିଲା ଏସ୍ଡିପିଓ ବରଗଡ଼ ଦାୟିତ୍ବ#OdishaPolice#IPSTransfer#IPSReshuffle… pic.twitter.com/148HGWlhgj
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।