Shooting: ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଗୁଳିମାଡ଼, ଅନେକ ଆହତ

Oct 18, 2026 - 20:06
Shooting: ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଗୁଳିମାଡ଼, ଅନେକ ଆହତ

"ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରେ ଗୁଳିମାଡ଼ ହୋଇଛି।

ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କରେ ଦୁର୍ବୃତ୍ତମାନେ ଏହି ଗୁଳିମାଡ଼ କରିଛନ୍ତି।

ପ୍ରାଥମିକ ରିପୋର୍ଟ ଅନୁସାରେ ୩ଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଅତି ନିକଟରୁ ଗୁଳିମାଡ଼ କରିଥିଲେ।

ପୁଲିସ କହିଛି ଯେ, ସୂଚନା ମିଳିବା ପରେ ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲୁ।

ଗୁଳିମାଡ଼ର ପଛର କାରଣ ଜଣାପଡ଼ି ନାହିଁ।

ପୁଲିସ ଟିମ୍‌ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଜାରି ରଖିଛି।

ମାମଲାର ତଦନ୍ତ ଜାରି ରହିଛି।

Advertisment ସୂଚନାଯୋଗ୍ୟ, ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଗୁଳିମାଡ଼ ଘଟଣା ଆଜି ସନ୍ଧ୍ୟାରେ ଘଟିଛି।

କିନ୍ତୁ ଏହା ପୂର୍ବରୁ ତାଙ୍କୁ ହତ୍ୟା ପାଇଁ ମଧ୍ୟ ଧମକ ମିଳିଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।