Special Story: DAP Crisis for Paddy Farmers, But 35 Tonnes Stockpiled for Ganja?
ରାଜ୍ୟରେ କାହିଁକି ସାର ସଙ୍କଟର ଅଭିଯୋଗ ? କାହିଁକି ଚଷାପୁଅର କ୍ଷେତମୁଣ୍ଡରେ ପହଞ୍ଚିପାରୁନି ସରକାରୀ ସାର ? କୁଆଡ଼େ ଯାଉଛି ପ୍ୟାକେଟ୍ ପ୍ୟାକେଟ୍ ଫର୍ଟିଲାଇଜର୍ ? ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ। କାରଣ ସରକାରୀ ସାରରେ ଚାଲିଛି ଗଂଜେଇ ଚାଷ। ଚାଷୀଙ୍କୁ ନୁହେଁ, ବରଂ ଗଂଜେଇ ମାଫିଆଙ୍କ ହାତକୁ ଯାଉଛି। ଏକଥା ଅବଶ୍ୟ ଆଗରୁ କୃଷିମନ୍ତ୍ରୀ ବି ମାନିଛନ୍ତି, ଗଂଜେଇ ମାଫିଆଙ୍କୁ ନାଲି ଆଖି ବି ଦେଖାଇଛନ୍ତି। କିନ୍ତୁ ମାନୁଛି କିଏ ? ଆଜି ଆମେ ଆପଣଙ୍କୁ କନ୍ଧମାଳ ଜିଲ୍ଲାରୁ ଏଭଳି ଏକ ଖବର ଦେଖାଉଛୁ, ଯେଉଁଠି ମାଫିଆ ମାନେ ଗୋଦାମରେ ସରକାରୀ ସାରକୁ ଗଛିତ ରଖି କେମିତି ଗଂଜେଇ ଚାଷର ନେଟୱାର୍କ ଚଳାଇଛନ୍ତି। ତାର ପର୍ଦ୍ଦାଫାସ୍ କରିଛି କନ୍ଧମାଳ ପୋଲିସ।...
#Kandhamal#Baliguda#DAP#Ganja#CannabisCultivation#FertiliserSeizure#OdishaCrime#SpecialStory#OdishaTV#OTV
A major fertiliser seizure in Odisha’s Kandhamal has raised questions over the alleged diversion of DAP meant for agriculture. Police seized around 35 tonnes of DAP fertiliser from a warehouse in Baliguda, allegedly stocked for illegal cannabis cultivation. The warehouse was sealed and a case was registered, while the truck carrying the fertiliser was also seized.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।