Sugar: ଶସ୍ତା ହେବ ଚିନି! ଘରୋଇ ବଜାରରେ ଅଢ଼େଇ ଲକ୍ଷ ଟନ୍‌ ବିକିବେ ଘରୋଇ କମ୍ପାନି

Sep 09, 2026 - 16:13
Sugar: ଶସ୍ତା ହେବ ଚିନି! ଘରୋଇ ବଜାରରେ ଅଢ଼େଇ ଲକ୍ଷ ଟନ୍‌ ବିକିବେ ଘରୋଇ କମ୍ପାନି

"ନୂଆଦିଲ୍ଲୀ: ପାର୍ବଣ ଋତୁରେ ଚିନି ଦର ଲୋକଙ୍କର ଚିନ୍ତା ବଢ଼ାଇ ଦେଇଥିବା ବେଳେ ଏବେ ଏଥିରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ଦେଖାଯାଉଛି।

ଏହାର ମଧ୍ୟରେ ଖବର ଆସୁଛି ଯେ, ଭାରତୀୟ ରିଫାଇନାରି ଘରୋଇ ବଜାରରେ ପାଖାପାଖି ଅଢ଼େଇ ଲକ୍ଷ ଟନ୍‌ ଚିନି ବିକ୍ରି କରାଯିବାର ଯୋଜନା ରହିଛି।

ଏଥିରୁ ଚିନି ଦର ନେଇ ଅନୁମାନ କରାଯାଇପାରେ।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।