Sweet Shop Hygiene Under Scanner: ରସଗୋଲାରେ ଅସରପା, ମିଠା ଦୋକାନରେ ଚଢ଼ାଉ ପରେ ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର

Nov 05, 2026 - 19:52
Sweet Shop Hygiene Under Scanner: ରସଗୋଲାରେ ଅସରପା, ମିଠା ଦୋକାନରେ ଚଢ଼ାଉ ପରେ ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର

ରସଗୋଲାରେ ଅସରପା, ଏକ୍ସପାଏରୀ ଏସେନ୍ସରେ ପ୍ରସ୍ତୁତ ହେଉଥିଲା ମିଠା।

କ୍ଷୀରରେ ଭାସୁଛି ମାଛି, ତେଲ ଓ ଶିରା ଡବାରେ ଫେଣ ।

ମିଠା ଦୋକାନରେ ବାହାର ଚକା, ଭିତରେ ପୁରା ଅସନା।ପାର୍ବଣ ପୂର୍ବରୁ ପରେ ବାରମ୍ବର ରେଡ ଯାଞ୍ଚ କଲେ ବି ଅମାନିଆ ମିଠା ଦୋକାନୀ।

ବାରମ୍ବର ସଚେତନ କଲେ ବି ଚେତୁ ନାହାନ୍ତି ଦୋକାନୀ।

ଉତ୍ତର ଭୁବନେଶ୍ୱରର ଏକାଧିକ ମିଠା ଦୋକାନରେ ଯାଞ୍ଚ କରି ଟିମ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।