Taptapani Ghat Landslide: ତପ୍ତପାଣି ଘାଟିରେ ଭୂସ୍ଖଳନ, ଫସିଲେ ବସ୍ ଯାତ୍ରୀ

Oct 30, 2026 - 10:43
Taptapani Ghat Landslide: ତପ୍ତପାଣି ଘାଟିରେ ଭୂସ୍ଖଳନ, ଫସିଲେ ବସ୍ ଯାତ୍ରୀ

ତପ୍ତପାଣି ଘାଟିରେ ଭୂସ୍ଖଳନ।

ରାତି ତମାମ ରାସ୍ତାରେ ଫସି ରହିଲା ଯାତ୍ରୀବାହୀ ବସ୍।

ହନ୍ତସନ୍ତ ଯାତ୍ରୀ।

ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଜପତି ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଘଟିଛି ଭୂସ୍ଖଳନ।

Advertisment ପାହାଡ଼ ଉପରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଥିବା ବେଳେ, ପ୍ରଖର ବେଗରେ ବହୁଛି ପାଣିର ସ୍ରୋତ।

ଫଳରେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ବିଳମ୍ବିତ ରାତିରୁ ଅନେକ ବସ୍ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।