Today Panchang 20th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୦ ମଙ୍ଗଳବାର । ଚନ୍ଦ୍ର – ମକର ଅହୋରାତ୍ର। ତିଥି – ୯ମୀ ଦିବା ୧୨.୫୦ ଗତେ ୧୦ମୀ। ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର। ଘାତବାର – ମକର ରାଶିର। ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୫.୪୬ ରୁ ୦୬.୩୨
ଦିବା – ୦୮.୩୮ ରୁ ୧୧.୦୮
ସନ୍ଧ୍ୟା – ୦୫.୧୬ ରୁ ୦୬.୫୦
ରାତ୍ରି – ୦୮.୨୩ ରୁ ୦୮.୩୬
ରାତ୍ରି – ୦୯.୨୬ ରୁ ୧୧.୫୬
ରାତ୍ରି – ୦୧.୩୬ ରୁ ୦୩.୧୬
ରାତ୍ରି – ୦୪.୦୬ ରୁ ୦୫.୪୬
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୨୩ ରୁ ୦୩.୫୦
କାଳବେଳା - ଦିବା ୧୨.୫୭ ରୁ ୦୨.୨୩
ବାରବେଳା - ପ୍ରାତଃ ୦୭.୧୨ ରୁ ୦୮.୩୮
କାଳରାତ୍ରି – ସନ୍ଧ୍ୟା ୦୬.୫୦ ରୁ ୦୮.୨୩
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।