Today Panchang 21st Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୧ ସୋମବାର । ଚନ୍ଦ୍ର – ଧନୁ ଦିବା ୧୧.୧୪ ଗତେ ମକର । ତିଥି - ୧୦ମୀ ରାତ୍ରି ୦୮.୦୧ ଗତେ ୧୧ଶୀ । ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର, ଦିବା ୧୧.୧୪ ଗତେ ସିଂହ ରାଶିର । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଅହୋରାତ୍ର ।
ଶୁଭ ସମୟ –
ପ୍ରାତଃ – ୦୫.୩୮ ରୁ ୦୭.୦୯
ଦିବା – ୦୮.୫୧ ରୁ ୧୧.୧୫
ରାତ୍ରି – ୦୮.୦୪ ରୁ ୧୦.୦୯
ରାତ୍ରି – ୦୨.୨୭ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୦୯ ରୁ ୦୮.୩୯
କାଳବେଳା - ପ୍ରାତଃ ୦୭.୦୯ ରୁ ୦୮.୩୯
ବାରବେଳା - ଦିବା ୦୨.୪୦ ରୁ ୦୪.୧୦
କାଳରାତ୍ରି – ରାତ୍ରି ୧୦.୦୯ ରୁ ୧୧.୩୯
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।