Today Panchang 24th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ ।
ଇଂରାଜୀରେ ତାରିଖ ୨୪ ଶନିବାର ।
ଚନ୍ଦ୍ର – ମୀନ ଅହୋରାତ୍ର ।
ତିଥି – ୧୩ଶୀ ଦିବା ୦୧.୩୭ ଗତେ ୧୪ଶୀ ।
ଘାତଚନ୍ଦ୍ର - ଧନୁ ରାଶିର ଅହୋରାତ୍ର ।
ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର ।
ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ- ପ୍ରାତଃ – ୦୭.୧୯ ରୁ ୦୮.୩୯ ଦିବା – ୧୧.୫୩ ରୁ ୧୨.୫୬ ଦିବା – ୦୨.୨୨ ରୁ ୦୨.୫୬ ରାତ୍ରି – ୦୨.୨୭ ରୁ ୦୩.୧୭ ଅଶୁଭ ସମୟ- ରାହୁକାଳ - ଦିବା ୦୮.୩୯ ରୁ ୧୦.୦୫ କାଳବେଳା - ପ୍ରାତଃ ୦୫.୪୮ ରୁ ୦୭.୧୩ ଓ ଦିବା ୦୩.୪୭ ରୁ ୦୫.୧୩ ବାରବେଳା - ଦିବା ୧୨.୫୬ ରୁ ୦୨.୨୨ କାଳରାତ୍ରି – ସନ୍ଧ୍ୟା ୦୫.୧୩ ରୁ ୦୬.୪୭ ଓ ରାତ୍ରି ୦୪.୧୪ ରୁ ୦୫.୪୮ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।