Today Panchang 25th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୫ ମଙ୍ଗଳବାର। ଚନ୍ଦ୍ର – ମକର ଅହୋରାତ୍ର । ତିଥି – ୧୨ଶୀ ପ୍ରାତଃ ୦୬.୨୧ ଗତେ ୧୩ଶୀ । ଘାତଚନ୍ଦ୍ର – ସିଂହ ରାଶିର ଅହୋରାତ୍ର । ଘାତବାର – ମକର ରାଶିର । ପୁଷ୍କରଦୋଷ - ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ପ୍ରାତଃ ୦୬.୧୧ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୦.୫୦ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ଦିବା - ୦୮.୪୦ ରୁ ୧୦.୩୩
ଦିବା – ୦୧.୦୩ ରୁ ୦୧.୨୨
ଦିବା - ୦୪.୩୦ ରୁ ୦୫.୧୪
ସନ୍ଧ୍ୟା - ୦୬.୦୪ ରୁ ୦୬.୫୦
ରାତ୍ରି – ୦୯.୦୮ ରୁ ୧୧.୨୫
ରାତ୍ରି - ୦୧.୪୩ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୫୬ ରୁ ୦୪.୩୦
କାଳବେଳା - ଦିବା ୦୧.୨୨ ରୁ ୦୨.୫୬
ବାରବେଳା - ପ୍ରାତଃ ୦୭.୦୭ ରୁ ୦୮.୪୦
କାଳରାତ୍ରି – ରାତ୍ରି ୦୭.୩୦ ରୁ ୦୮.୫୬
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।