Today Panchang 25th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 25, 2026 - 08:14
Today Panchang 25th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ ।

ଇଂରାଜୀରେ ତାରିଖ ୨୫ ରବିବାର ।

ଚନ୍ଦ୍ର – ମୀନ ସନ୍ଧ୍ୟା ୦୭.୨୧ ଗତେ ମେଷ।

ତିଥି – ୧୪ଶୀ ଦିବା ୧୧.୫୬ ଗତେ ପୂର୍ଣ୍ଣିମା।

ଘାତଚନ୍ଦ୍ର - ଧନୁ ରାଶିର, ସନ୍ଧ୍ୟା ୦୭.୨୧ ଗତେ ମେଷ ରାଶିର।

ଘାତବାର – ମେଷ ରାଶିର।

ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ଶୁଭ ସମୟ- ପ୍ରାତଃ – ୦୬.୩୪ ରୁ ୦୮.୫୦ ଦିବା – ୧୨.୫୬ ରୁ ୦୨.୫୬ ଦିବା – ୦୩.୪୧ ରୁ ୦୩.୪୭ ରାତ୍ରି – ୦୭.୪୪ ରୁ ୦୯.୨୪ ରାତ୍ରି – ୧୧.୫୬ ରୁ ୦୧.୦୫ ରାତ୍ରି – ୦୨.୩୯ ରୁ ୦୫.୪୮ ଅଶୁଭ ସମୟ- ରାହୁକାଳ - ଦିବା ୦୩.୪୭ ରୁ ୦୫.୧୨ କାଳବେଳା - ଦିବା ୧୧.୩୦ ରୁ ୧୨.୫୬ ବାରବେଳା - ଦିବା ୧୦.୦୫ ରୁ ୧୧.୩୦ କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୩୯ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।