Today Panchang 28th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ ।
ଇଂରାଜୀରେ ତାରିଖ ୨୮ ବୁଧବାର ।
ଚନ୍ଦ୍ର – ବୃଷ ଅହୋରାତ୍ର ।
ତିଥି - ୩ୟା ରାତ୍ରି ୦୧.୦୭ ଗତେ ୪ର୍ଥୀ ।
ଘାତଚନ୍ଦ୍ର - ବିଛା ରାଶିର ଅହୋରାତ୍ର ।
ଘାତବାର – କର୍କଟ ରାଶିର ।
ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୧.୨୫ ପର୍ଯ୍ୟନ୍ତ ।
ଶୁଭ ସମୟ- ପ୍ରାତଃ – ୦୫.୪୯ ରୁ ୦୮.୦୫ ଦିବା – ୧୦.୨୨ ରୁ ୧୧.୩୦ ଦିବା – ୦୧.୨୩ ରୁ ୦୩.୪୦ ସନ୍ଧ୍ୟା – ୦୬.୦୧ ରୁ ୦୬.୫୨ ରାତ୍ରି – ୦୮.୩୩ ରୁ ୦୨.୪୦ ରାତ୍ରି – ୦୪.୧୫ ରୁ ୦୫.୫୦ ଅଶୁଭ ସମୟ- ରାହୁକାଳ - ଦିବା ୧୧.୩୦ ରୁ ୧୨.୫୫ କାଳବେଳା - ଦିବା ୦୮.୪୦ ରୁ ୧୦.୦୫ ବାରବେଳା - ଦିବା ୧୧.୩୦ ରୁ ୧୨.୫୫ କାଳରାତ୍ରି – ରାତ୍ରି ୦୨.୪୦ ରୁ ୦୪.୧୫ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।