Today Panchang 28th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୨୮ ସୋମବାର । ଚନ୍ଦ୍ର – ମୀନ ଦିବା ୧୦.୧୫ ଗତେ ମେଷ। ତିଥି – ୨ୟା ସନ୍ଧ୍ୟା ୦୭.୧୩ ଗତେ ୩ୟା। ଘାତଚନ୍ଦ୍ର – ଧନୁ ରାଶିର,ଦିବା ୧୦.୧୫ ଗତେ ମେଷ ରାଶିର। ଘାତବାର – ମିଥୁନ ରାଶିର। ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ସନ୍ଧ୍ୟା ୦୭.୧୩ ପର୍ଯ୍ୟନ୍ତ।
ଶୁଭ ସମୟ –
ପ୍ରାତଃ – ୦୫.୪୦ ରୁ ୦୭.୦୯
ଦିବା – ୦୮.୫୦ ରୁ ୧୧.୧୩
ରାତ୍ରି – ୦୭.୫୯ ରୁ ୧୦.୦୬
ରାତ୍ରି – ୦୨.୨୬ ରୁ ନ୦୩.୧୫
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୦୯ ରୁ ୦୮.୩୮
କାଳବେଳା - ପ୍ରାତଃ ୦୭.୦୯ ରୁ ୦୮.୩୮
ବାରବେଳା - ଦିବା ୦୨.୩୫ ରୁ ୦୪.୦୪
କାଳରାତ୍ରି – ରାତ୍ରି ୧୦.୦୬ ରୁ ୧୧.୩୭
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।