Today Panchang 2nd November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Nov 02, 2026 - 07:53
Today Panchang 2nd November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ ।

ଇଂରାଜୀରେ ତାରିଖ ୦୨ ସୋମବାର ।

ଚନ୍ଦ୍ର – କର୍କଟ ରାତ୍ରି ୦୩.୪୬ ଗତେ ସିଂହ ।

ତିଥି - ୮ମୀ ଦିବା ୦୧.୧୦ ଗତେ ୯ମୀ ।

ଘାତଚନ୍ଦ୍ର - ରାତ୍ରି ୦୩.୪୬ ଗତେ କର୍କଟ ଓ ମକର ରାଶିର ।

ଘାତବାର – ମିଥୁନ ରାଶିର ।

ପୁଷ୍କରଦୋଷ - ନାସ୍ତି ।

ଶୁଭ ସମୟ- ପ୍ରାତଃ – ୦୫.୫୧ ରୁ ୦୭.୧୬ ଦିବା – ୦୮.୫୨ ରୁ ୧୧.୦୭ ରାତ୍ରି - ୦୭.୪୧ ରୁ ୦୯.୫୪ ରାତ୍ରି – ୦୨.୨୮ ରୁ ୦୩.୧୯ ଅଶୁଭ ସମୟ- ରାହୁକାଳ - ପ୍ରାତଃ ୦୭.୧୬ ରୁ ୦୮.୪୧ କାଳବେଳା - ପ୍ରାତଃ ୦୭.୧୬ ରୁ ୦୮.୪୧ ବାରବେଳା - ଦିବା ୦୨.୧୯ ରୁ ୦୩.୪୩ କାଳରାତ୍ରି – ରାତ୍ରି ୦୯.୫୪ ରୁ ୧୧.୩୦ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।