Today Panchang 30th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୩୦ ରବିବାର । ଚନ୍ଦ୍ର – ମୀନ ଅହୋରାତ୍ର । ତିଥି – ୨ୟା ଦିବା ୦୯.୩୭ ଗତେ ୩ୟା । ଘାତଚନ୍ଦ୍ର – ଧନୁ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କରଦୋଷ - ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୯.୩୭ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୪ ରୁ ୦୯.୪୨
ଦିବା – ୦୧.୨୦ ରୁ ୦୧.୫୧
ସନ୍ଧ୍ୟା – ୦୬.୪୬ ରୁ ୦୯.୦୫
ରାତ୍ରି – ୧୨.୧୦ ରୁ ୦୧.୧୪
ରାତ୍ରି – ୦୨.୪୦ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୨୬ ରୁ ୦୬.୦୦
କାଳବେଳା - ଦିବା ୧୧.୪୭ ରୁ ୦୧.୨୦
ବାରବେଳା - ଦିବା ୧୦.୧୪ ରୁ ୧୧.୪୭
କାଳରାତ୍ରି – ରାତ୍ରି ୦୧.୧୪ ରୁ ୦୨.୪୦
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।