Today Panchang 4th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Nov 04, 2026 - 08:04
Today Panchang 4th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ ।

ଇଂରାଜୀରେ ତାରିଖ ୦୪ ବୁଧବାର ।

ଚନ୍ଦ୍ର – ସିଂହ ଅହୋରାତ୍ର।

ତିଥି - ୧୦ମୀ ଦିବା ୧୧.୦୩ ଗତେ ୧୧ଶୀ।

ଘାତଚନ୍ଦ୍ର - କର୍କଟ ଓ ମକର ରାଶିର ଅହୋରାତ୍ର।

ଘାତବାର – କର୍କଟ ରାଶିର।

ପୁଷ୍କରଦୋଷ - ରାତ୍ରି ୦୩.୩୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଶୁଭ ସମୟ- ପ୍ରାତଃ – ୦୫.୫୨ ରୁ ୦୮.୦୭ ଦିବା – ୧୦.୧୧ ରୁ ୧୧.୩୦ ଦିବା - ୦୧.୨୨ ରୁ ୦୩.୩୭ ସନ୍ଧ୍ୟା - ୦୫.୫୮ ରୁ ୦୬.୪୯ ରାତ୍ରି - ୦୮.୩୧ ରୁ ୦୨.୪୧ ରାତ୍ରି - ୦୪.୧୭ ରୁ ୦୫.୫୩ ଅଶୁଭ ସମୟ- ରାହୁକାଳ - ଦିବା ୧୧.୩୦ ରୁ ୧୨.୫୪ କାଳବେଳା - ଦିବା ୦୮.୪୧ ରୁ ୧୦.୦୫ ବାରବେଳା - ଦିବା ୧୧.୩୦ ରୁ ୧୨.୫୪ କାଳରାତ୍ରି – ରାତ୍ରି ୦୨.୪୧ ରୁ ୦୪.୧୭ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।