Today Panchang 5th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 05, 2026 - 09:05
Today Panchang 5th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ଶନିବାର । ଚନ୍ଦ୍ର – ବୃଷ ଦିବା ୧୦.୧୮ ଗତେ ମିଥୁନ । ତିଥି – ୯ମୀ ରାତ୍ରି ୦୯.୫୩ ଗତେ ୧୦ମୀ । ଘାତଚନ୍ଦ୍ର – ବିଛା ରାଶିର,ଦିବା ୧୦.୧୮ ଗତେ କନ୍ୟା ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ -
ଦିବା – ୧୦.୧୨ ରୁ ୧୨.୫୯
ରାତ୍ରି – ୦୮.୧୫ ରୁ ୧୦.୩୫
ରାତ୍ରି – ୧୨.୦୮ ରୁ ୦୧.୪୨
ରାତ୍ରି – ୦୨.୨୮ ରୁ ୦୪.୦୨
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୨
କାଳବେଳା - ପ୍ରାତଃ ୦୫.୩୫ ରୁ ୦୭.୦୮ ଓ ଦିବା ୦୪.୨୨ ରୁ ୦୫.୫୫
ବାରବେଳା - ଦିବା ୦୧.୧୭ ରୁ ୦୨.୫୦
କାଳରାତ୍ରି – ସନ୍ଧ୍ୟା ୦୫.୫୫ ରୁ ୦୭.୨୨ ଓ ରାତ୍ରି ୦୪.୦୮ ରୁ ୦୫.୩୫

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।