Today Panchang 7th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 07, 2026 - 07:50
Today Panchang 7th Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୭ ସୋମବାର । ଚନ୍ଦ୍ର - ମିଥୁନ ଦିବା ୧୨.୩୮ ଗତେ କର୍କଟ । ତିଥି - ୧୧ଶୀ ସନ୍ଧ୍ୟା ୦୫.୦୪ ଗତେ ୧୨ଶୀ । ଘାତଚନ୍ଦ୍ର – କନ୍ୟା ରାଶିର ଦିବା ୧୨.୩୮ ପର୍ଯ୍ୟନ୍ତ । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୫.୦୪ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୧୪ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୫ ରୁ ୦୭.୦୮
ଦିବା – ୧୦.୩୦ ରୁ ୧୨.୫୮
ଦିବା – ୦୪.୨୧ ରୁ ୦୫.୦୪
ସନ୍ଧ୍ୟା – ୦୬.୪୦ ରୁ ୦୯.୦୦
ରାତ୍ରି – ୧୧.୪୪ ରୁ ୦୨.୨୮
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୭.୦୮ ରୁ ୦୮.୪୦
କାଳବେଳା - ପ୍ରାତଃ ୦୭.୦୮ ରୁ ୦୮.୪୦
ବାରବେଳା - ଦିବା ୦୨.୪୮ ରୁ ୦୪.୨୧
କାଳରାତ୍ରି – ରାତ୍ରି ୧୦.୧୬ ରୁ ୧୧.୪୪

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।